Thursday, August 22, 2024

ଆଜିର ବଡ଼ ଖବର ll Breaking News ll Headlines Today

 


ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଥିବା କହିଲେ ଖଣି ମନ୍ତ୍ରୀ; ତାରା ବାହିନୀପତିଙ୍କ ପ୍ରଶ୍ନରେ ବିଭୁତି ଜେନାଙ୍କ ଉତ୍ତର


ଆସନ୍ତାକାଲି ପୁଣି ଖୋଲିବ ରତ୍ନଭଣ୍ତାର


ବେଆଇନ ମଦ କାରବାର ଘଟଣା: ଚୋରା ମଦଭାଟିରେ ବୁଲିବ ବୁଲଡୋଜର, ୧୧୭ ଜଣ ଗିରଫ


ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢଉ: ବାସଭବନ ସହ ଅନ୍ୟ ୭ଟି ସ୍ଥାନରେ ଚଢଉ


ଗଞ୍ଜାମ ସମରଝୋଳ ଦୁର୍ଘଟଣା; ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା; ଗୁରୁତରଙ୍କୁ ଲକ୍ଷେ


ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା ୨୪ ଓ ୨୫ରେ ୭ ଜିଲ୍ଲାରେ ବର୍ଷିବ, ମତ୍ସ୍ୟଜୀବୀଙ୍କୁ କଟକଣା


ଚିକିଟି ମଦ ମୃତ୍ୟୁ ମାମଲା:ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ହଟିଲେ ଅବକାରୀ ଅଧୀକ୍ଷକ


ବଜ୍ରପାତରେ ୬ ମୃତ୍ୟୁ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ


ମମତା ସରକାର ବିରୋଧରେ ଏକଜୁଟ୍ ସାରା ଦେଶ: ୱାନାଇଣ୍ଡିଆର ଗ୍ରାଉଣ୍ତ ରିପୋର୍ଟ


କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ଟ୍ରେନି ଡାକ୍ତରଙ୍କ ସହ ହୋଇନାହିଁ ଗଣଦୁଷ୍କର୍ମ, ମୃତକଙ୍କ ପରିବାର ଆଣିଲା ବଡ଼ ଅଭିଯୋଗ


ମୁଁ ବି ଦିନେ ହସ୍ପିଟାଲ ଚଟାଣରେ ଶୋଇଥିଲି, ଜାଣନ୍ତୁ କାହିଁକି ଏଭଳି କହିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି


ମକ୍ସିପକ୍ସକୁ ନେଇ AIIMS ଜାରି କଲା ସତର୍କ ସୂଚନା, ଏହି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ


ଓଡ଼ିଶାର ୧୭ ସାଂସଦ ଓ ବିଧାୟକଙ୍କ ସମେତ ଦେଶର ୧୫୧ ଜଣ ସାଂସଦ ଓ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ମାମଲା

No comments:

Post a Comment