Tuesday, February 13, 2024

Electric Bill: କମିଗଲା ବିଦ୍ୟୁତ ଦର, ଖରା ଦିନ ପୂର୍ବରୁ ରାଜ୍ୟବାସୀଙ୍କୁ ବଡ ଆଶ୍ବସ୍ତି



ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବଡ ଖବର । ରାଜ୍ୟରେ କମିଲା ବିଜୁଳି ଦର । ଖରା ଦିନ ପୂର୍ବରୁ ରାଜ୍ୟବାସୀଙ୍କୁ ବଡ ଆଶ୍ବସ୍ତି ।



ରାଜ୍ୟରେ ବିଦ୍ୟୁତ ଦର କମାଇଲେ ସରକାର । ସ୍ଲାବ୍‌ ଅନୁଯାୟୀ କମିଛି ବିଦ୍ୟୁତ ଦର । ଉଭୟ APL ଏବଂ BPL ଗ୍ରାହକଙ୍କ ମିଳିଛି ବଡ ଆଶ୍ବସ୍ତି ।




ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା । ବିଦ୍ୟୁତ ଦର କମିବା ନେଇ ଓଇଆରସି ପକ୍ଷରୁ ସୂଚନା ଦିଆଯାଇଛି । OIRC: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।




ରାଜ୍ୟବାସୀଙ୍କ ପାଇଁ କମିଲା ବିଦ୍ୟୁତ ଦର । ଘରୋଇ ବିଦ୍ୟୁତ ବ୍ୟବହାରରେ ଦର କମାଇଲା OIRC ।




ପ୍ରତି ସ୍ଲାବରେ ୧୦ ପଇସା ଲେଖାଏ କମିଲା ବିଦ୍ୟୁତ ଦର । ବିପିଏଲ୍‌ ଗ୍ରାହକଙ୍କ ମାସିକ ବିଲ୍ ୮୦ରୁ ହେଲା ୭୦ ଟଙ୍କା ।

No comments:

Post a Comment