Wednesday, January 3, 2024

ପଢନ୍ତୁ ଆଜିର ମୁଖ୍ୟ ସମାଚାର Odia Headlines Today





ଟି-୨୦ ବିଶ୍ବକପ୍‌ରୁ ରୋହିତ ଓ କୋହଲି ବାଦ୍! ଆଉ ଭରସା କରୁନି BCCI


ପଞ୍ଜାବ ଲୁଧିଆନାରେ ଭୟଙ୍କର ଦୁର୍ଘଟଣା; ଫ୍ଲାଏ ଓଭର ଉପରେ ହୁତୁ ହୁତୁ ହୋଇ ଜଳିଲା ତେଲ ଟ୍ୟାଙ୍କର



RBI: ବ୍ୟାଙ୍କ ଖାତାଧାରୀଙ୍କୁ ବଡ ଆଶ୍ବସ୍ତି, ଆଉ ଦେବାକୁ ପଡିବନି ଫାଇନ୍‌, ଖାତାରୁ କଟିବନି ଟଙ୍କା!



ଜି-୨୦ ଶିଖର ସମ୍ମିଳନୀରେ ପ୍ରତି ୬୦ ସେକେଣ୍ଡରେ ହୋଇଥିଲା ୧୬ ଲକ୍ଷ ସାଇବର ଆକ୍ରମଣ: ରାଜେଶ କୁମାର




ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍




ବଜରଙ୍ଗ, ସାକ୍ଷୀ ଏବଂ ଭିନେଶଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଲେ ଶହଶହ କନିଷ୍ଠ କୁସ୍ତି ଯୋଦ୍ଧା




ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରହିଛି।




ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ଆଉ ଏକ ସଫଳତା; ଲଞ୍ଚ ହେବ GSAT-20 ଉପଗ୍ରହ




ଭଦ୍ରକର ବିକାଶକୁ ଅଧିକ ଗତିଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ବଦ୍ଧ: ସଞ୍ଜୟ ଦାସବର୍ମା

No comments:

Post a Comment