Wednesday, January 3, 2024

ପଢନ୍ତୁ ଆଜିର ମୁଖ୍ୟ ସମାଚାର Odia Headlines Today





ଜାପାନରେ ଉଡ଼ିବା ବେଳେ ଘସି ହେଲା ଫ୍ଲାଇଟ୍‌, ଜଳିଗଲା ପୂରା ବିମାନ.. ଅଳ୍ପକେ ବର୍ତ୍ତିଲେ ୩୬୦ ଯାତ୍ରୀ

ଅଯୋଧ୍ୟାରୁ ଜଗନ୍ନାଥ ମହାପ୍ରଭୁଙ୍କୁ ଆସିଲା ରାମଲାଲାଙ୍କ ଡାକରା


ହ୍ୱାଟ୍ସଆପ୍‌ରେ ୟୁଜର୍ସଙ୍କୁ ବଡ଼ ଝଟକା; ବ୍ୟାକଅପ୍‌ ପାଇଁ ଦେବାକୁ ପଡ଼ିବ ଟଙ୍କା..

ଜାନୁଆରିରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ


ଟ୍ରକ ଧର୍ମଘଟକୁ ନେଇ ଚିନ୍ତାରେ ସରକାର, ଟ୍ରାନ୍ସପୋର୍ଟ ୟୁନିୟନକୁ ଆଲୋଚନା ପାଇଁ ଡାକିଲେ

ଚାଉଳ ପରେ ଏବେ ରାମ ଜନ୍ମଭୂମି ଅଯୋଧ୍ୟାକୁ ପରିବା ପଠାଇବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବନ୍ତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ


ତାମିଲନାଡୁରେ ପ୍ରଧାନମନ୍ତ୍ରୀ, ନୂଆ ବିମାନ ବନ୍ଦର ଉଦ୍‌ଘାଟନ ସହ ୨୦ ହଜାର କୋଟିର ପ୍ରକଳ୍ପର କଲେ ଶୁଭାରମ୍ଭ

ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରୀଗଡ଼ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି ଖିଣ୍ଡା

ବିଜେପିରେ ସହଜରେ ମିଳିବନି ଏଣ୍ଟ୍ରି, ସ୍କ୍ରିନିଂ କମିଟିର ମଞ୍ଜୁରୀ ପରେ ବାହାର ନେତାଙ୍କୁ ମିଳିବ ସଦସ୍ୟତା

No comments:

Post a Comment