Monday, January 1, 2024

ପଢନ୍ତୁ ଆଜିର (01.01.2024) ମୁଖ୍ୟ ସମାଚାର




ଡିସେମ୍ବରରେ ୧.୬୫ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ କଲେ ଭାରତ ସରକାର, ଓଡ଼ିଶାର ନୂଆ ରେକର୍ଡ
ଧୁମ୍‌ଧାମ୍‌ରେ ନୂଆବର୍ଷ ପାଳନ


ଜାନୁୟାରୀ ୨୨ପରେ ତ୍ରେତୟା ଯୁଗ କଥା ମନେପଡ଼ିଯିବ: ଯୋଗୀ ଆଦିତ୍ୟନାଥ


ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିବେ ଓଡ଼ିଶା ସରକାର

Video: ନୂଆବର୍ଷରେ ଜାପାନକୁ ଥରାଇଲା ଶକ୍ତିଶାଳୀ ଭୂମିକମ୍ପ, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ

ଜାନୁୟାରୀ ୩ରେ ସୁକ୍‌ତେଲ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଜାନୁୟାରୀ ୨୨ରେ ୧୧ଥର ଶ୍ରୀ ରାମ ଜପ କରିବାକୁ ମୁସଲମାନମାନଙ୍କୁ ଅପିଲ୍‌ କଲେ ଆର୍‌ଏସ୍‌ଏସ୍‌ ସଦସ୍ୟ

ଜାପାନ ସୁନାମୀ ପରେ ୩୩ ହଜାର ଘରୁ କଟିଲା ବିଜୁଳୀ, ଜାରି ହେଲା ହେଲ୍ପଲାଇନ ନମ୍ବର

‘ଇଣ୍ଡିଆ’ ଗଠବନ୍ଧନର ସଂଯୋଜକ ହୋଇପାରନ୍ତି ନୀତୀଶ କୁମାର

Video: ଶକ୍ତିଶାଳୀ ଭୂମିକମ୍ପ ପରେ ଜାପାନକୁ ଛୁଇଁଲା ସୁନାମିର ପ୍ରଥମ ଜୁଆର, ଉଚ୍ଚ ସ୍ଥାନକୁ ଚାଲିଯିବାକୁ ବାସିନ୍ଦାଙ୍କୁ ନିର୍ଦ୍ଦେଶ

ଲୋହିତ ସାଗରରେ ୩ ଜାହାଜକୁ ବୁଡ଼ାଇ ୧୦ ଉଗ୍ରବାଦୀଙ୍କୁ ହତ୍ୟା କଲା ଆମେରିକା

ମେଟ୍ରୋ ଟ୍ରେନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାମଲାଲାଙ୍କ ପ୍ରତିମା ପାଇଁ ପୋଷାକ ତିଆରି କରୁଛନ୍ତି ଆଗ୍ରାର ମହିଳା

ଓଡ଼ିଶାରେ ୨୦ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୭ ଦିନ ମଧ୍ୟରେ ଦେଶରେ କୋଭିଡ ସଂକ୍ରମଣ ୨୨ ପ୍ରତିଶତ ବୃଦ୍ଧି

ବ୍ରିଟିଶ ଖବର କାଗଜରେ ଦାବି, ୨୦୨୪ ଲୋକ ସଭା ନିର୍ବାଚନରେ ମୋଦିଙ୍କୁ ରୋକିବା ଅସମ୍ଭବ

ନୂଆବର୍ଷରେ ବି ହମାସ୍‌କୁ ଛାଡ଼ିଲାନି ଇସ୍ରାଏଲ, ୨୦ ରକେଟ୍‌ କଲା ମାଡ଼

No comments:

Post a Comment